by Dharmaraj Mahamallik ✓ · 24 Jun 2019
ସମ୍ମୋହନୀ ନେତ୍ରେ ଅଦୃଶ୍ୟ ପ୍ରାଚୀର କେତେ ଯେ ଆଶା ଦିଶେ ଅଗଭୀର ।। ପ୍ରଦୋଷର ପ୍ରସ୍ଥାନେ ନିଶାଥିନୀର ଆଗମନେ ଜୀମୂତ ର ଫାଙ୍କରେ ଚନ୍ଦ୍ରର କିରଣେ ସ୍ୱପ୍ନ ଆଜି ଚମକେ ଉଷାର ଆଗମନେ ଶୀତଳ ସ୍ପର୍ଶ ନେଇ ନିଦ ସହ ଝୁଣ୍ଟାଏ ।।
Loading comments…
Comments
Loading comments…