by Dhaneswar Dash ✓ · 6 Jun 2021
ତାଙ୍କର ଆଶିଷ ପାଇ ମୁଁ ଧାଉଁଛି ଜୀବନର ସଂଗ୍ରାମରେ ଥକି ପଡିନାହିଁ ଫେରି ଚାହିଁନାହିଁ କେବେ ବି ପଛକୁ ଥରେ । ଆଙ୍ଗୁଠି ଧରି ଯେ ଚାଲି ଶିଖାଇଲେ ଦେଲେ ଉତ୍ତମ ସଂସ୍କାର ମୁଖରେ ବଚନ ପେଟକୁ ଭୋଜନ ଦେଇ କଲେ ଅଗ୍ରସର । ।
Loading comments…
Comments
Loading comments…