120Log inSign up
ଜୀବନଟା ବଡ଼ ଅଜବ
Poem · Comedy

ଜୀବନଟା ବଡ଼ ଅଜବ

by Rajesh Kumar Jain ✓ · 7 Aug 2017

13KReads
10Likes
1Min read

କେବେ ଖୁସି ଆସେ ଆଞ୍ଜୁଳା ଭରି ଆସିଯାଏ ଦୁଃଖ ପର୍ବତ ପରି ବଞ୍ଚିବାର ସଂଘର୍ଷ କରେ ରାତିଦିନ ବୁଲିବାକୁ ଇଚ୍ଛା କରେ ମନ ଜୀବନଟା ବଡ଼ ଅଜବ ।

Loading comments…

ଜୀବନଟା ବଡ଼ ଅଜବ · StoryMirror