by DILIP KUMAR SAHOO ✓ · 2 Aug 2021
ଅବୁଝା ମନକୁ ବୁଝାଇ ବୁଝାଇ ଚାଲିବାକୁ ହେବ ବାଟ ଚାଲିବାକୁ ସାଥେ ସାଥି ନମିଳିଲେ ଚାଲ ଧରି ଛାଇ ହାତ । ଗଲାକାଲି ଅବା ଆସନ୍ତା କାଲିକୁ ମନରୁ ପାଶୋରି ଦିଅ ଆଜି କାମକୁ ତ ଏବେ କରିଦେଇ ଖୁସିରେ ବିଭୋର ହୁଅ ।
Loading comments…
Loading comments…