by SUSMITA MISHRA ✓ · 2 May 2022
ଗଡ଼ି ପଡ଼ି ହୋଇ ଯାଉଛି କାଳ ସମୟ କହୁଛି ହୋଇ ବିକଟାଳ ବୟସ ତୋହର ସରି ସରି ଯାଏ ମୁରବି ପଣିଆ ଖସି ଖସି ଯାଏ ବନ୍ଧୁ ବାନ୍ଧବ ସଖା ସହୋଦର ଦେଖିଲେ ତତେ ଲୁଚି ଲୁଚି ଯାଏ
Loading comments…
Comments
Loading comments…