by Parshuram Biswal ✓ · 25 Jul 2017
ଆଜି ମୁଁ ବୁଝୁଚି ପରଶ୍ରୀକାତର ଈର୍ଷା ଆସିଗଲେ କା’ର ଜଳାଏ ସେ ଏକା ଦେହ-ମନ ତା’ର, ହୁଏ ସେ ଏକା ଶିକାର ଛଡ଼ାଇପାରିବ ନାହିଁ କେବେ ସିଏ ଅନ୍ୟର ସେ ହସ ଖୁସି ।
Loading comments…
Loading comments…