by ଓଡ଼ିଆ ଗଳ୍ପ ଓ କବିତା - ୩ ✓ · 22 Sept 2018
ସବୁଜ ପତ୍ରରେ ହସହସ ନୀଳାଭ ଚେହେରା କ୍ରମଶଃ ଆକାଶ ଓହ୍ଲାଇ ଆସୁଥିବ ମୋ' ହୃଦୟର ଶୂନ୍ୟସ୍ଥାନକୁ ଯେଉଁଠି ଉଦୟ ହେଉଥିବ ଜହ୍ନଭଳି ତମ ଉଜ୍ଜଳତା
Loading comments…
Comments
Loading comments…