by PRASANTA KUMAR SETHI ✓ · 18 Sept 2020
ସୁନୀଳ ନୟନ ତାର ଲାବଣ୍ୟ ଚେହେରା ଦରଦୀ ହୃଦୟେ କିଣେ ଜନ ମନ ସାରା।। ଅତୀତ ଯାଉଛି ଭୁଲି ଆଙ୍କେ ଭବିଷ୍ୟତ ଜିଣିବ ଜଗତ ସିଏ କରିଛି ଶପଥ।। ଗଢ଼ିବ ଜୀବନ ତାର ଫାଙ୍କିଦେଇ ଦୁଃଖ ଭାଇ ଭଉଣୀଙ୍କ ଓଠେ ଆଙ୍କିଦେଵ ହସ।।
Loading comments…
Comments
Loading comments…