by Bharatabandhu Biswal ✓ · 19 Apr 2021
ଉଦ୍ଧରିଛ ଧ୍ରୃବ ଭକ୍ତ ପ୍ରହଲ୍ଲାଦ ଉଦ୍ଧରିଛ ଚାରିବେଦ ଆସୁରିକ ଶକ୍ତି କବଳୁ ଜୀବନ ହୋଇଛି ମୁକ୍ତ ସ୍ୱଚ୍ଛନ୍ଦ । ହିରଣ୍ୟକଶିପୁ ନିଷ୍ଠୁର ଅସୁର ଥିଲା ବଡ଼ ଅହଙ୍କାରୀ ଉନ୍ମେଷ କରିଲ ପୁତ୍ର ପ୍ରହଲ୍ଲାଦ ପିତା ହୋଇଲା ବଇରୀ
Loading comments…
Comments
Loading comments…