by Santosh Kumar Nayak ✓ · 9 Aug 2020
ଦେଖୁଛି ମୁଁ ତୁମ ଲଲାଟରେ କୁମୁଦିନୀ ଯନ୍ତ୍ରଣା ଜ୍ଵରରେ ପଡି ଭିଜିଛି ଝାଳରେ; ଆଉ ତୁମ ଦୁଇ ଗାଲେ ଫିକା ଗୋଲାପ ବି ମଉଳି ଯାଉଛି ଅବିଳମ୍ବେ ବେଦନାରେ ।
Loading comments…
Loading comments…