by Debabrata Mishra ✓ · 9 Nov 2021
ଖଟିଖିଆ ଜାତି ଆମେ କାହିଁକି ଏ ଅଳସ ଦଳଦଳ ଧଳାହାତୀ ଦଳ ଧସେଇ ପଶିଛନ୍ତି ତୁମ ଘର ଚୁଲିମୁଣ୍ଡଯାଏ ନିଜ ଘର ସୁରକ୍ଷିତ କର ତୁମକୁ ମଦରେ ଭସାଇ ସେମାନେ ଶାନ୍ତିରେ ମାରନ୍ତି ନିଃଶ୍ୱାସ କାହିଁକି ହତାଶ ବୀର ତୁମେ କର ନାହିଁ ଭୟ
Loading comments…
Comments
Loading comments…