by Renuka Samal ✓ · 20 Sept 2020
ଜ୍ଞାନ ଚକ୍ଷୁ ଖୋଲି ଦୁନିଆଁ ଚିହ୍ନାନ୍ତି, ହୃଦେ ଭିରି ମିଠା ମହୁ ଝରେ ଆଶୀର୍ବାଦ ପ୍ରତି କ୍ଷଣକରେ କଥା ପଦେ କହୁ କହୁ। ପୁତ୍ରର ସମାନ ସ୍ନେହର ବନ୍ଧନେ ବାନ୍ଧନ୍ତି ଛାତ୍ରଙ୍କୁ ସଦା ଦେଇ ଉପଦେଶ ଅଥବା ଆଦେଶ କଳଙ୍କ କରନ୍ତି ପଦା।
Loading comments…
Loading comments…