by Satyabati Swain ✓ · 1 Apr 2019
ପେଟ ଭୋକ ପୁଣି ମନର ଭୋକ ଲୋଭ ମୋହ ରକ୍ତ ପିଇବା ଜୋକ ଥରେ ଲାଗିଗଲେ ନ ମରେ ଶୋଷ ମରିବା ପର୍ଯ୍ୟନ୍ତ ନ ହୁଏ ଶେଷ।।
Loading comments…
Loading comments…