by Ajita Mishra ✓ · 6 Oct 2020
ଜରା ହସୁଛି...ହସୁ ନାହିଁ ମୋର ଡର କିଛି ପୁଅ ମୋର ଆଶାବାଡ଼ି ପାଖରେ ବସିଛି, ଜୀବନ ଟା ଶେଷ ହେବାଯାଏଁ ମୋ ସହ ଥିବା ସିଏ କଥାଦେଇଛି
Loading comments…
Comments
Loading comments…