by Sadananda Pratihari ✓ · 3 Oct 2020
ମୋ ପରିବାର ନିର୍ଭରଶୀଳ ଏହି ଜରି ଗୋଟାରେ, ପାଲ ଟଣା ଘରେ ମୋର ଜୀବନ ଜୀବିକା, ଦାରିଦ୍ର୍ୟତା ମୋର ଚିର ସହଚର, ତଥାପି, ମୁଁ କେଭେ ଭାଙ୍ଗି ପଡ଼ିନାହିଁ l ଭାଙ୍ଗି ପଡ଼ିଲେ, ବା, ମୁଁ ବଞ୍ଚିବି କେମିତି ?
Loading comments…
Loading comments…