by ଲିମନ ଦିଦି ✓ · 4 Jan 2022
ସବୁ ଥାଇ କିଛି ନାହିଁ କହିବା ଧନ ଥାଇ ଦାନ ନ କରିବା ସକ୍ଷମ ହୋଇ ସେବା ଚାହିଁବା ବୃଦ୍ଧ କାଳେ ବାଲ୍ଯ ଲୀଳା କରିବା ଔଷଧ ନଖାଇ ତାଟିଆ କାମୁଡିବା ସ୍ବାର୍ଥ ପାଇଁ ସମ୍ପର୍କ ରଖିବା
Loading comments…
Loading comments…