by Sunanda Mohanty ✓ · 22 Sept 2021
ତୁମେ ବୁଦ୍ଧି ଦାତା ତୁମେ ସିଦ୍ଧି ଦାତା ଆସ ଆସ ବିଘ୍ନ ବିନାଶିବାକୁ ତୁମେ ହର୍ତ୍ତାକର୍ତ୍ତା ଦଇବ ଵିଧାତା ଜ୍ଞାନ ଗାରିମା ର ଶକ୍ତି ଦେବାକୁ
Loading comments…
Loading comments…