by Bijay Prusty ✓ · 30 Jun 2021
ଅଣସର ଘରେ ଲୁଚି ଶୋଇଥିଲୁ ଜରେ କମ୍ପୁଥିଲା ଦେହଟା ତୋର ସମସ୍ତେ ଭାବିଲେ କରୋନା ହୋଇଛି କେମିତି ବା ଯିବୁ ଗୁଣ୍ଡିଚା ଘର I ତୋ ଦେହରୁ ରୋଗ ବ୍ୟାପିଯିବ କାଳେ ନ୍ୟାୟାଳୟେ ତୋର ହେଲା ବିଚାର ଶ୍ରୀମନ୍ଦିର ଛାଡି ଯାଇ ପାରିବୁନି ବସି ପାରିବୁ
Loading comments…
Loading comments…