by Bijaya Kumar Swain ✓ · 17 Apr 2021
ଭକତ ବତ୍ସଳ ତୁମେ ତ ଜାଣେ ସାରା ଜଗତ ଭକତ ପାଇଁ କି ତୁମରି ନାମ ଜଗତେ ଟେକ। କେତେ ଦୁଃଖୀ ଦୁଃଖ ହରିଚ ପାପୀ ତାରି ଛ କେତେ ବର୍ଣିବାକୁ ଭାଷା ନାହିଁ ମୋ କିବା ବର୍ଣିବି ମୁଖେ।
Loading comments…
Comments
Loading comments…