by Kalandi pal ✓ · 18 Apr 2021
ସକାଳର ସେବା ବିନା ନିଦ ତା ଭାଙ୍ଗେନା. ବିନା ଫୁଲ ଚନ୍ଦନରେ ଭଲ ସେ ଦିଶେନା. ବିନା ତୁଳସୀରେ କେବେ ଲାଗି ତା ହୁଏନା. ଷାଠିଏ ପଉଟି ବିନା ପେଟ ତା ପୁରେନା
Loading comments…
Comments
Loading comments…