by Bharatabandhu Biswal ✓ · 30 May 2021
ନାଶ ରୋଗ ଦୁଃଖ ଅଜ୍ଞାନ ଅନ୍ଧାର ଧ୍ୟାନକୁ କର ପ୍ରେରିତ ଜୀବନରେ ଭରୁ ପ୍ରକୃତି ପ୍ରଶାନ୍ତି ଅମୃତ ପ୍ରାଣ ଉଚ୍ଛ୍ୱାସ । ଦେବତା ସମାନ ମାତା ପିତା ଗୁରୁ ସମ୍ମାନେ ହୁଏ ମୁଁ ଧନ୍ୟ ଦିଅ ଆତ୍ମଶକ୍ତି ଭକ୍ତି ସଦ୍ଭାବନା ମନୋଭାବ ସମର୍ପଣ ।
Loading comments…
Comments
Loading comments…