by Pranati Panda ✓ · 17 Apr 2021
ମା ଗୋ' ଦୟାବହି କୃପା କର ତୁହି ସମୟ ଯାଉଛି ବିତି , ତୋର କୃପା ବିନା ମୁଁ' ଯେ' ଦୀନା, ହୀନା ନାହିଁ ମୋର ମୁକ୍ତି ,ଗତି ।୪। ଧରି ତୋ' ପୟର ଶରଣ ମାଗୁଛି କରି ନାହିଁ ମୁହିଁ ପୁଣ୍ୟ , ତୋ ଆଶିଷ ମା ଗୋ' ତିଳେ ମୁଁ ପାଇଲେ ଜୀବନ ହୋଇବ
Loading comments…
Comments
Loading comments…