by Prabhati Mahapatra ✓ · 10 Jul 2021
ସକଳେ ତୋହରି ସନ୍ତାନ ପରି ମା ଭେଦ ଭାବ ଭୂଲି ଯିବୁ ଅସୁର ବିନାଶି ମେଦିନୀ ଉଶ୍ଵାସୀ ସଂସାରକୁ ଉଦ୍ଧାରିବୁ । ହେ ଗିରି ତନୟା କରୁ ଥିବୁ ଦୟା ହୃଦୟେ କରୁଣା ରଖି ଅନ୍ତିମ ସଂଧ୍ୟାରେ ତୁହି ମା ଭରସା ଜୀବନକୁ କର ସୁଖି । ଦେବ ମହାଦେବ ବିଷ
Loading comments…
Loading comments…