by SRIKANTA PRADHAN ✓ · 7 Apr 2022
ତିନିପୁରେ ଜୟ ଜୟ ବାଜଣା ତୃପତି ହେଉ ପାଇ ଛେନାପଣା l ତୋର ପୂଜା କରି ଭକତ ଜନ ତୋର ଦୟାରେ ପ୍ରାପତ ସନ୍ତାନ l ମାଆ ତୁହି ଜଗତ ଜନନୀ ତୋର ଦୟାବଳେ ମା ସର୍ବମଙ୍ଗଳା ମୂର୍ଖ ହୁଏ ମହାଜ୍ଞାନୀ l
Loading comments…
Comments
Loading comments…