by Prabhati Mahapatra ✓ · 16 Jul 2021
ବାଙ୍କୀ ଗଡେ ଥାପିଲି ପାଦ କାନେ ବାଜେ ତୋହରି ନାଦ ରୁଚିକା ପର୍ବତ ଦୂରରୁ ଝଲସେ ଶିଖରେ ତୁହି ମାଆ ଗିରିନନ୍ଦିନୀ ଡାକ ଶୁଣ ଦୁଃଖନାଶିନୀ
Loading comments…
Comments
Loading comments…