by ABADHOOT PANDA ✓ · 21 Jun 2021
ଏକବିଂଶ ଶତାବ୍ଦୀର ମହାମାରୀ ଆତଙ୍କ ଯାଉ ଅପସରି ନକରନ୍ତୁ କେବେ ଊଣା ମାତେ ବର୍ଷାଇବାକୁ ତବ କରୁଣାବାରି ଜନତାଜନାର୍ଦ୍ଦନ ବ୍ୟାଧି ସଂକଟେ ବିକଳ ଅତି ଆଜି ସାରା ବିଶ୍ୱେ ତ୍ରାହି ତ୍ରାହି ଚିତ୍କାରେ ଫାଟି ପଡ଼ୁଛି ମେଦିନୀ ଅଜାତି ଭୂତାଣୁ ତ୍ରାସେ
Loading comments…
Loading comments…