by Santosh Kumar Ojha ✓ · 6 Oct 2022
ମହିଷା ବଧିଲୁ ସତ୍ୟେ ହେଇ ବିବସନା ବିବଶ କରିଲୁ ରୂପେ ହେଲା ଆନମନା ପୌରୁଷ ଦୁର୍ବଳ ହେଲା ଦେଖି ତୋ ମୋହିନୀ ଜୟ ମାଆ ଜଗଦମ୍ବେ ଜଗତ ଜନନୀ
Loading comments…
Loading comments…