by କଳ୍ପନା ରାୟ ✓ · 24 Nov 2020
ବହୁ ରୂପେ ପୂଜା ପାଉ ତୁହି ଆଶ୍ଵିନରେ ମାଆ ଜଗଦମ୍ଵା ତୁହି ଖଣ୍ଡା ଖର୍ପର ଧରି ଭକ୍ତ ଡାକେ ବିକଳରେ ଦୁଃଖ ନେଉ ହରି ଦୁଇ ଭୁଜେ ବିରଜା ରୂପ ତୋର ଯାଜପୁରେ ଚତୁର୍ଭୁଜେ ପୂଜା ପାଉ ମାଆଚଣ୍ଡୀ କଟକରେ ଗ୍ରାମେ ଗ୍ରାମେ ତୋର ନାମ ଭଳଭଳି ଅଛି ଏ
Loading comments…
Comments
Loading comments…