by Antaryami Sahu ✓ · 17 Apr 2021
ମନ୍ଦାରର ମାଳ ଗଳେ ଶୋହେ ତୋର ସିନ୍ଦୁରରେ ମୁଖ ମଣ୍ଡି, ଯାଜପୁରେ ତୋର ନାମ ବିରଯାଇ . କଟକେ କଟକଚଣ୍ଡି । ୩। ବାଣପୁରେ ତୁମ୍ଭ ନାମ ଭଗବତୀ ପୁରୀରେ ବିମଳା ନାମ, ସମ୍ବଲପୁରରେ ନାମ ସମଳାଇ ପୂର୍ଣ୍ଣକରୁ ମନସ୍କାମ।୪।
Loading comments…
Comments
Loading comments…