by Debashis Pati ✓ · 6 Mar 2022
ବକ୍ଷରେ ତୁମର ରୁଦ୍ରାକ୍ଷର ମାଳ ଭସ୍ମ ଶୋଭିତ ଶରୀର, ଅଧା ଅଙ୍ଗେ ତୁମେ ସତୀ ହୋଇଅଛ ଆହେ ପାର୍ବତୀ ବର।। ଡମ ଡମ ଶବ୍ଦେ କମ୍ପି ଉଠୁ ପ୍ରଭୁ ସ୍ବର୍ଗ ମର୍ତ୍ତ୍ୟ ତିନି ପୁର, ନାଶ କର ପ୍ରଭୁ ମନେ ଯେତେ ଅଛି ଗର୍ବ ଆଉ ଅହଂକାର।।
Loading comments…
Loading comments…