by Bhabani charan Mishra ✓ · 15 Jul 2018
ସୁମଧୁର ମୃଦୁ ହାସରେ..। ମନ ବିଗଳିତ ପୀତ ବାସରେ..॥ ହେ ରଙ୍ଗା ଅଧର କମ୍ପେ ତନୁ ମୋର.. ଚିତ୍ତ ଚୋର ଚାରୁ ରୁପରେ..॥
Loading comments…
Comments
Loading comments…