by ଓଡ଼ିଆ ଗଳ୍ପ ଓ କବିତା - ୧ ✓ · 16 Aug 2018
ବାଳା ଅଧରେ ତାର ନୟନ କୋଣେ ଉତ୍ତୁଙ୍ଗ ବକ୍ଷୋଜରେ,ଚାରୁ ଚରଣେ ।। ଗୋଲାପି ଗଣ୍ଡେ,ମୁକ୍ତାପନ୍ତି ଦଶନେ ରେଶମୀ ମନୋହର ଶୁକ୍ଳ ବସନେ ।।
Loading comments…
Loading comments…