by Prasanjit Sahoo ✓ · 31 Mar 2018
ସୁନ୍ଦର ଶୀତଳ ଏହି ଜହ୍ନ ଆଲୁଅରେ ଧରଣୀ ବାସୁଛି କଦମ୍ବ ବାସରେ ତୁମ ଲାଜେ ଲାଜଉଛି ଆକାଶର ଜହ୍ନ ଚୋରିକରି ନିଅ ତୁମ ପ୍ରେମିକର ମନ।
Loading comments…
Loading comments…