by Antaryami Sahu ✓ · 4 Mar 2021
ହେ ନାରାୟଣ ଦେବ ହରି ଏ ଭବରୁ କରିବ ପାରି ମାୟାବନ୍ଧନ ହରିନେବ ଶ୍ରୀଚରଣେ ସ୍ଥାନ ଦେବ । ଜପୁଥିବି ପ୍ରଭୁ ତୁମରି ନାମ ରାମ ଶ୍ୟାମ ହେ ରାଧେଶ୍ୟାମ
Loading comments…
Comments
Loading comments…