by Satyabati Swain ✓ · 16 Aug 2019
ଅତି ଆପଣାର ଲାଗୁଥିଲା ସେ ମୁଁ ଘର ଭିତରକୁ ପାଛୋଟି ନେଲି ସେ ଭାରି ଖୁସି ଖୁସି ଲାଗୁଥିଲା ଆଖି ନଚେଇ କହିଲା ଆରେ ବୁଦୁ ଜାଣି ପାରୁନ କ'ଣ ମ' ମୁଁ ବା" ଅଗଷ୍ଟ ପନ୍ଦର" ।
Loading comments…
Comments
Loading comments…