by Parshuram Biswal ✓ · 25 Jul 2017
କା’ ବାଟର ଫୁଲ ହେଲିନି କାଳିଆ, କଣ୍ଟା ହେଲି ଖାଲି ଜୀବନସାରା, କା’ ଘର ସଜାଡ଼ି ନାହିଁ ଦିନେ ମୁହିଁ, ଉଜାଡ଼ିବା ହେଲା ମୋ କାମ ପରା, ଏଭଳି ମଣିଷ ସରଜିଲୁ କିଆଁ ବୁଝେଇ କହିଦେ’ ମୋତେ ଠାକୁର ମୋର ।
Loading comments…
Loading comments…