by ବି. ନିରୁପମା ✓ · 18 Aug 2019
ସହିଲୁଣି ତୋର ବହୁତ ଦାଉ , ତୋ କଅଁଳ କଥା ସେତିକି ଥାଉ । ଏ ନିରୀହ ପଣ ତଳେ ; ଆଉ ଗୋଟେ ଛବି ଲୁଚିଅଛି ତୋର ଦେଖେଇବି କଳେବଳେ ।
Loading comments…
Loading comments…