by Umakanta Rout ✓ · 29 Aug 2017
ନିଜର ଶରୀରକୁ ଅପ୍ରାକୃତିକ ଢଙ୍ଗରେ ରଙ୍ଗବେରଙ୍ଗ କରି ପଣ୍ୟ ଭାବେ ପ୍ରଦର୍ଶନ କରୁଥିବା ଲୋକମାନଙ୍କର ଜୀବନ ଅସାର ଓ ଶେଷ ଗତି ବିନାଶ ହୋଇଥିଲାବେଳେ , ବାହ୍ୟ ଆକର୍ଷଣରେ ନ ମାତି ମହୁମାଛି ପରି ବଞ୍ଚୁଥିବା ଲୋକମାନେ ସଂସାର ପାଇଁ ବିଭବ । ମୃତ୍ୟୁ ଏମାନଙ୍କୁ ଛୁଇଁବା ତ ପଛକଥା ; ଦୂରରୁ ନମସ୍କାର କରେ ।
Loading comments…
Loading comments…