by Monali Nayak ✓ · 26 Oct 2021
ଝରକା କବାଟ ଅଧା ଖୋଲା ରଖି ହାତ ବଢାଏ ମା' ଅଳପ ହସି, ପାନ ଖଣ୍ଡେ ଦେଇ ହାତ ସାରା ତା'ର ସବୁତକ ରଙ୍ଗ ଦିଅନ୍ତି ନେସି ।। ଆମେ ଖେଳୁଥାଉ ସାଙ୍ଗସାଥୀ ହୋଇ ଖଣ୍ଡ ମୁଣ୍ଡ ଫଟା ରଙ୍ଗ କୁ ନେଇ, ଗଧୋଇଲା ବେଳେ ଯେତେ ଧୋଇଲେ ବି ବହି
Loading comments…
Loading comments…