by Kamlesh Patel ✓ · 18 Jun 2019
ମୋ ମନର ବୋଝ ବୁଝି ଆସ ପ୍ରିୟତମ ମୋ ଛାତି ଉପରେ ସବୁ କଥା ଦିଅ ରଚି , କୁସୁମ ବିସ୍ତାରି ତମେ ପ୍ରଜାପତି ସମ ମଣି ଓ ମୁକୁତା ହୃଦୟେ ମୋ ଦିଅ ଖଚି
Loading comments…
Loading comments…