by Gouri Panda ✓ · 21 Jul 2021
ନିଜର ଭାବିଣ ମନର ଭାବ କୁ ବଖାଣିବା ଯା'ର ପାଶେ। ଚୁଗୁଲି କରିବା ପାଇଁ ସେଇ ସାଙ୍ଗ ଯାଇ ଘରେ ଘରେ ପଶେ। କାହାକୁ କହିବା ମନର ଭାବନା କାହାକୁ କହିବା ଭଲ? ସଭିଏଁ ଶୁଣିବେ ସିନା ଦୁଃଖ କଥା କହିବା ଆମର ଭୁଲ।
Loading comments…
Loading comments…