by Parshuram Biswal ✓ · 27 Jul 2017
ଦୁଃଖ ନାହିଁ ମୋର ଆସିଥିଲି ଏକା, ଯିବି ପୁଣି ଏକା ଚାଲି ଦୁଃଖ ରହିଯିବ କାହାରି କାମରେ ଦିନେ ଲାଗିନାହିଁ ବୋଲି ଦୁଃଖ ବି ରହିବ ପୋଛିପାରିଲିନି କେ’ ଦୁଃଖୀ ଆଖିର ଲୁହ ।
Loading comments…
Comments
Loading comments…