by Trushna Das ✓ · 1 Jan 2021
ଖେଳି ନିତି ମୋ ଭାବନା ସହ କଣ ପାଇଲ ତୁମେ ଥରୁଟିଏ ମୋତେ କୁହ କରି ଦେଲ ମୋ ଜୀବନରେ ରଙ୍ଗ ଶୂନ୍ୟ କାହିଁକି ଖେଳିଲ ପ୍ରେମ ଖେଳ ମୋ ଜୀବନ ସହ କୁହ??
Loading comments…
Comments
Loading comments…