by Sabitri Mahapatra ✓ · 24 Aug 2021
ଖେଳ କୁଦ ଛାଡି, ଚପଲ କୁ ମାଡି ସ୍କୁଲ ଯିବିନି ମୁହିଁ ଯଦି ତୁ କହିବୁ, ବାସନ ମାଜିବି ପାଣି ଆଣିଦେବି ଯାଇ ଟିକିଲି, କଥା କୁ ବୋଉ ବୁଝିପାରି, କହନ୍ତି ଶରଧା ବହି ପାଠ ଯଦି ତୁହି ନପଢ଼ିବୁ ଝିଅ, ଜଗତେ ଜିତିବୁ ନାହିଁ
Loading comments…
Comments
Loading comments…