by Prashantam Bapu ✓ · 13 Jul 2020
ସେହି ଖଣ୍ତିତ ଅଂଶରୁ ଅହଂକାର , ଅଭିମାନ ଆଉ ଘୃଣାର ଗ୍ରହ ଉପଗ୍ରହମାନ ଜନ୍ମିଥିଲେ ଆମ ହୃଦୟରେ । ଆଜି ପଛକୁ ଚାହିଁ ଦେଖିଲେ ଲାଗେ ଓଃ ! ଆମେ ନିଜକୁ କେଡ଼େ ଯେ କଦର୍ଯ୍ୟ କରି ସାରିଛନ୍ତି ।
Loading comments…
Loading comments…