by Chinmaya Kumar Nayak ✓ · 11 Oct 2020
ସେଥିପାଇଁ କିବା ବସିଛୁ, ତନୁ ଧୋଇବା ଆଶେ ପ୍ରକୃତି କି ତୋର ଛାଡ଼ିବ, ଘନ ଜଳ ପରଶେ।। ଘୋର ତାମସିକ ଖାଦ୍ୟରେ, ପୁରାଉ ତୋ ଉଦର ବରଷା ଛିଟା କି କରିବ, ଧଳା କଳାକୁ ତୋର।।
Loading comments…
Loading comments…