by Kalandi pal ✓ · 18 Jul 2021
ଲକ୍ଷ୍ମୀ ଠାକୁରାଣୀ ରୁଷି ବସିଲେଣି ମନ୍ଦିର ଦୁଆର କିଳି. ମାଆ ହାତରନ୍ଧା ମିଳୁନାହିଁ ସଦା ଆସିଛି ପାଗଳ ପରି. ଗୁଣ୍ଡିଚାରାଣୀଙ୍କ ପାଦ ଲାଗୁନାହିଁ ଦାସ ଦାସୀ ଡାକି କୁହନ୍ତି ବୁଝାଇ. କାଳିଆ ସାଆନ୍ତ ଘରେ.
Loading comments…
Comments
Loading comments…