by Santosh Kumar Nayak ✓ · 23 Oct 2020
ବଡବାପାଙ୍କ ଠାରୁ ମୁଁ ପାଠ ଶିଖନ୍ତି ଦେବଦାସୀମାନଙ୍କଠୁ ନାଟ ଶିଖନ୍ତି, ପିଉସୀ ସହ ମୁଁ ଖେଳି ଥକିଗଲେ ଲକ୍ଷ୍ମୀ ମାଆ କୋଳେ ଶୋଇ ଯାଆନ୍ତି, କାଳିଆ ଯଦି ମୁଁ ତୋର ପୁଅ ହୁଅନ୍ତି । ଗୀତ ଗୋବିନ୍ଦରୁ ପଦେ ନିତି ଶୁଣନ୍ତି, ତୋ ନାମକୁ ଶରଧା
Loading comments…
Loading comments…