by Sudeshna Pradhan ✓ · 22 Apr 2022
ଏତିକି ବେଳକୁ ଏକ ଲହରୀ ଆସିଲା, ଡ଼ଙ୍ଗା ଉପର ଦେଇଣ କାହୁଁ ଚାଲିଗଲା | ଆକାଶ ହେଲା ନିର୍ମଳ ସୂରୁଜ ଦିଶିଲା, ନାଆରେ ସବୁତ ଅଛି ଜାଈ କାହିଁଗଲା |
Loading comments…
Loading comments…