by Prasanna Kumar Madala ✓ · 16 Jul 2020
ପକ୍ଷୀଙ୍କ ଆସରେ ଝଡ଼ ବତାସରେ ଭାଙ୍ଗି ଯାଏ କେବେ ଡାଳ କିଏ ଅବା ଜାଣେ ମରଣ ବି ଆଣେ ଅଚାନକ ଏହି କାଳ । ଯିଏ ବି ଯାହାର କରଇ ଆହାର ପୂରିଛି କାହାର ପେଟ ବିଚିତ୍ର ଏ ଲୀଳା ଶେଷେ ସର୍ବଗିଳା ମୃତ୍ୟୁ ସାଥେ ହୁଏ ଭେଟ ।
Loading comments…
Loading comments…